ଦକ୍ଷିଣା ପ୍ରବଣ

ଉଇକିଅଭିଧାନ‌ରୁ

ଦକ୍ଷିଣା ପ୍ରବଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଦକ୍ଷିଣା= ଦକ୍ଷିଣା ଦିଗରେ+ ପ୍ରବଣ=ନିମ୍ନ)[ସମ୍ପାଦନା]

୧. ଉତ୍ତର ଅଂଶ ଅପେକ୍ଷା ଦକ୍ଷିଣ ଭାଗ ନିମ୍ନତର ବା ଢାଲୁ ହୋଇଥିବା (ସ୍ଥାନ) —୧. (a place) Being more sloping towards the south than towards the north.
୨. ଯାହାର ଡାହାଣ ପାଖ ଢାଲୁ — ୨. Sloped in the right hand side.