ଦକ୍ଷିଣୀୟ

ଉଇକିଅଭିଧାନ‌ରୁ

ଦକ୍ଷିଣୀୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. (ଦକ୍ଷିଣା+ଅର୍ହାର୍ଥେ ଈୟ)— ଦକ୍ଷିଣା ପାଇବାର ଯୋଗ୍ୟ — ୧. Deserving to be presented with 'Dakshiṇā'
୨. (ଦକ୍ଷିଣ+ସମ୍ୱନ୍ଧାର୍ଥେ ଇୟ) ଦକ୍ଷିଣ (ଦିଗ ବା ପାଖ) ସମ୍ୱନ୍ଧୀୟ —୨. Southern; right (side)