ଦକ୍ଷିଣୀ ଆଟୁ

ଉଇକିଅଭିଧାନ‌ରୁ

ଦକ୍ଷିଣୀ ଆଟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଦକ୍ଷିଣୀମାଟୁ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚାଳ ଘରର ଚାଳର ତଳେ ବାଉଁଶ ଆଦି ପଡ଼ି ମାଟି ଛଟା ହେଇଥିବା ତାଳୁ ଛାତଯୁକ୍ତ ଏକ ପ୍ରକାର ଘର —A kind of thatched house within which there is and inner sloping roof made of bamboos and cement with mud.

[ଦ୍ରଷ୍ଟବ୍ୟ —ଏ ପ୍ରକାର ଘର ଦକ୍ଷିଣ ଦେଶ ଅର୍ଥାତ୍ ଗଞ୍ଜାମ ଓ ତଦ୍ଦକ୍ଷିଣସ୍ଥ ଅଞ୍ଚଳମାନଙ୍କ ଘରର ଅନୁକରଣରେ ନିର୍ମିତ]