ଦକ୍ଷିଣୀ ଖୋଷା
ଦେଖଣା
ଦକ୍ଷିଣୀ ଖୋଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦକ୍ଷିଣୀ ଖୋଷା
|
ଦକ୍ଷିଣୀ ଖୋପା, ଦକ୍ଷିଣୀ ଜୁଡ଼ାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତେଲଙ୍ଗାଣୀ ମାନେ ମୁଣ୍ଡର ପଛକୁ ଡାହାଣ ଆଡ଼କୁ ବକ୍ର କରି ବାନ୍ଧିଥିବା ଟଭାଫାଳ ପରି ଖୋଷା ବା ଜୁଡ଼ା — A pecullar chignon dressed on the right side of the back of the head by Telugu women.
[ଦ୍ରଷ୍ଟବ୍ୟ —ମୁଣ୍ଡର ବାଳରେ ପର୍ଥମେ ଗଣ୍ଠି ପକାଇ ସେ ଗଣ୍ଠିକୁ ତଳଆଡ଼କୁ ଲେଉଟାଇ ଆଣି ଗୋଟିଏ ପାଖରେ ବେକ ଉପରେ କେଶ ମଧ୍ୟରେ ଖୋସି ବଙ୍କିମ ଭାଙ୍ଗିରେ ଏ ଖୋଷା ପକାନ୍ତି ଓଡ଼ିଆମାନଙ୍କ ଆଖିକୁ ଏ ଖୋଷା ଅତ୍ୟନ୍ତ ସୁନ୍ଦର ଦେଖାଯାଏ]