ଦକ୍ଷିଣୀ ଖୋଷା

ଉଇକିଅଭିଧାନ‌ରୁ

ଦକ୍ଷିଣୀ ଖୋଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦକ୍ଷିଣୀ ଖୋପା, ଦକ୍ଷିଣୀ ଜୁଡ଼ାଅନ୍ୟରୂପ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତେଲଙ୍ଗାଣୀ ମାନେ ମୁଣ୍ଡର ପଛକୁ ଡାହାଣ ଆଡ଼କୁ ବକ୍ର କରି ବାନ୍ଧିଥିବା ଟଭାଫାଳ ପରି ଖୋଷା ବା ଜୁଡ଼ା — A pecullar chignon dressed on the right side of the back of the head by Telugu women.

[ଦ୍ରଷ୍ଟବ୍ୟ —ମୁଣ୍ଡର ବାଳରେ ପର୍ଥମେ ଗଣ୍ଠି ପକାଇ ସେ ଗଣ୍ଠିକୁ ତଳଆଡ଼କୁ ଲେଉଟାଇ ଆଣି ଗୋଟିଏ ପାଖରେ ବେକ ଉପରେ କେଶ ମଧ୍ୟରେ ଖୋସି ବଙ୍କିମ ଭାଙ୍ଗିରେ ଏ ଖୋଷା ପକାନ୍ତି ଓଡ଼ିଆମାନଙ୍କ ଆଖିକୁ ଏ ଖୋଷା ଅତ୍ୟନ୍ତ ସୁନ୍ଦର ଦେଖାଯାଏ]