ଦକ୍ଷିଣୀ ନାଟପିଲା

ଉଇକିଅଭିଧାନ‌ରୁ

ଦକ୍ଷିଣୀ ନାଟପିଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦକ୍ଷିଣୀ ନାଟୁଆପିଲା, ଦକ୍ଷିଣୀ ନାଚୁଆପିଲାଅନ୍ୟରୂପ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗୋଟିପୁଆ; ଦାକ୍ଷିଣାତ୍ୟପ୍ରଚଳିତ ପଦ୍ଧତି ଅନୁସାରେ ସଙ୍ଗୀତ ବୋଲି ଓ ବନ୍ଧ ଭାଙ୍ଗି ନାଟ କରୁଥିବା ବାଳକ — A dancing by singing and performing some bodily feast and dances in the Deccanese fashion.

[ଦ୍ରଷ୍ଟବ୍ୟ — ଆମଦେଶରେ ରାମାୟଣ, ମହାଭାରତ ଓ ଭାଗବତ ଆଦିର ଉପଖଅୟାନକୁ ଆଭିନୟ କରି ଯେଉଁ ନାଟ ହୁଏ ତାହାକୁ 'ଯାତ୍ରା ବା ଲୀଳା' ବୋଲାଯାଏ ଓ ଆଦିରସମୟ ସଙ୍ଗୀତ ବୋଲି ନାଟୁଆ ପିଲାର ନାଟ କରିବାକୁ 'ଦକ୍ଷିଣୀ ନାଟ' ବୋଲାଯାଏ ଏ ନାଟୁଆ ପିଲାଙ୍କୁ 'ଗୋଟିପୁଅ' ମଧ୍ୟ ବୋଲାଯାଏ ଏମାନେ ଆଦିରସମୟ ସଙ୍ଗୀତ ବୋଲି ନାଟ କରନ୍ତି ଓ ସଙ୍ଗୀତର ମର୍ମଜ୍ଞାପକ ଅଭିନୟ ବା ହସ୍ତାତିର ଭଙ୍ଗି କରନ୍ତି ଏହି ପିଲାମାନେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନାନାରୂପରେ ବକ୍ରକରି 'ବନ୍ଧ' ମଧ୍ୟ ଭାଙ୍ଗନ୍ତି]