Jump to content

ଦକ୍ଷିଣେର୍ମା

ଉଇକିଅଭିଧାନ‌ରୁ

ଦକ୍ଷିଣେର୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରିହୀ; ଦକ୍ଷିଣ=ଡାହାଣ ଦିଗରେ+ଇର୍ମା =କ୍ଷତ ହୋଇଅଛି ଯାହାର)

[ସମ୍ପାଦନା]

ବ୍ୟାଧଦ୍ୱାରା ଡାହାଣଅଙ୍ଗରେ ଶରାହତ (ମୃଗ) —(a deer) Wounded by an arrow on his right side.

ବିଶେଷ୍ୟ -

[ସମ୍ପାଦନା]

ଦକ୍ଷିଣ ପାର୍ଶ୍ୱରେ ଶରାହତ ମୃଗ —A stag struck with an arrow on his right side.