ଦକ୍ଷିଣ ନାୟକ

ଉଇକିଅଭିଧାନ‌ରୁ

ଦକ୍ଷିଣ ନାୟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଦକ୍ଷିଣ=ଅନୁକୂଳ+ନାୟକ)[ସମ୍ପାଦନା]

କାବ୍ୟୋକ୍ତ ନାୟକ ବିଶେଷ; ଯେଉଁ ନାୟକ ଅନେକ ନାୟିକାଙ୍କଠାରେ ସମାନୁରାଗୀ — A hero of a romance who has equal attachment for more than one sweat heart.

ସାଧୁ ବିଧୁ ନାମ ଦକ୍ଷିଣ ନାୟକ ଲକ୍ଷଣ ସମ୍ପୂର୍ଣ୍ଣ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ