ଦକ୍ଷିଣ ସାହି

ଉଇକିଅଭିଧାନ‌ରୁ

ଦକ୍ଷିଣ ସାହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦକ୍ଷିଣସାହି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗ୍ରାମର ଘରମାନଙ୍କ ଦକ୍ଷିଣ ଧାଡ଼ି — ୧. The southern row of house in a village.

[ଦ୍ରଷ୍ଟବ୍ୟ — ସାଧାରଣତଃ ଗ୍ରାମମାନଙ୍କ ଓ ବିଶେଷତଃ ବାହ୍ମଣ ଶାସନ— ମାନଙ୍କ ଘରମାନ ଉତ୍ତର ଓ ଦକ୍ଷିଣ ସାହି ହୋଇ ଦୁଇ ଧାଡ଼ିରେ ତିଆରି ହୋଇ ଥାଏ ଏବଂ ଗ୍ରାମଦାଣ୍ଡ ପୂର୍ବରୁ ପଶ୍ଚିମକୁ ଲମ୍ୱି ଥାଏ ]


୨. ଦକ୍ଷିଣ ଦିଗରେ ଥିବା ଧାଡ଼ି ବା ପ଼ଂକ୍ତି — ୨. The southern row.