ଦକ୍ଷିଣ ହସ୍ତ

ଉଇକିଅଭିଧାନ‌ରୁ

ଦକ୍ଷିଣ ହସ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଡାହାଣ ହାତ — ୧. Right hand.
୨. (ଲକ୍ଷଣାର୍ଥ) ମନୁଷ୍ୟ ପକ୍ଷରେ ଡାହାଣ ହାତ ଯେଉଁପରି କାର୍ଯ୍ୟକାରୀ ସେହିପରି ସାହାଯ୍ୟକାରୀ ବ୍ୟକ୍ତି — ୨. (figurative) Right hand man.
୩. (ଲକ୍ଷଣାର୍ଥ) ଡାହାଣ ହାତଦ୍ୱାରା ଚାଳିତ ଦୈନିକ କ୍ରିୟା; ପାନ ଓ ଭୋଜନ — ୩. (figurative) Eating and drinking.