ଦଖଲା

ଉଇକିଅଭିଧାନ‌ରୁ

ଦଖଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ତୁଳ. ତା. ଚିଖର=କାଦୁଅ), ସଂସ୍କୃତ - ଦଳାଢ଼୍ୟ ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]

ପଙ୍କିଲ; କର୍ଦ୍ଦମମୟ; ଦହଲା (ସ୍ଥାନ) — Muddy; miry (place)

ବିଶେଷ୍ୟ -[ସମ୍ପାଦନା]

୧. ଜମିର କାଦୁଆ ବା ପଙ୍କୁଆ ଅବସ୍ଥା — ୧. Muddy conditiopn of a land.
୨. କାଦୁଅ; ପଙ୍କ —୨. Mud