ଦଖଲି ସତ୍ୱ
ଦେଖଣା
ଦଖଲି ସତ୍ୱ
ଉଚ୍ଚାରଣ
[ସମ୍ପାଦନା]ଦଖଲସତ୍ୱ, ଦଖଲିସତ୍ୱଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଆରବୀ - ଦଖଲି ଓ ସଂସ୍କୃତ - ସତ୍ୱ;କଚିରିଆ)
[ସମ୍ପାଦନା]କୌଣସି ସମ୍ପତ୍ତିକୁ ବହୁକାଳ ଭୋଗ ବା ଅଧିକାର; କରିବା ବ୍ୟକ୍ତିର ଅଧିକୃତ ସମ୍ପତ୍ତିରେ ଜନ୍ମିବା ଅଧିକାର; ଭୋଗାଧିକାର; ସ୍ଥିତିବାନ୍ ସ୍ୱହ — Right of occupancy; occupancy right; a right over property ripended by virtue long possession.