Jump to content

ଦଖଲ ନାମା

ଉଇକିଅଭିଧାନ‌ରୁ

ଦଖଲ ନାମା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦଖଲିନାମା,ଦଖଲ ପରୁଆନା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ଖରିଦ ସମ୍ପତ୍ତିରେ ଦଖଲ ଦେବା ନିମନ୍ତେ ହାକିମଙ୍କଠାରୁ ମିଳିବା ଆଦେଶଲିପି —Writ of delivery of possession.