ଦଖଲ ବାହେଲ

ଉଇକିଅଭିଧାନ‌ରୁ

ଦଖଲ ବାହେଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - କଚିରିଆ ଭାଷା)[ସମ୍ପାଦନା]

ଅଧିକୃତ ବସ୍ତୁର ଅଦାଲତଙ୍କଦ୍ୱାରା ଆପଣାର ଅଧିକାରକୁ ଦୃଢ଼ୀଭୂତ ବା ସ୍ଥାୟୀ କରିବା —Confirmation or perpetuation of possession through court.

[ଦ୍ରଷ୍ଟବ୍ୟ — ଯେଉଁ ସମ୍ପତ୍ତିରେ ମୋର ଦଖଲ ଅଛି ସେଥିରୁ ଭବିଷ୍ୟତରେ କାଳେ କେହି ମୋତେ ବେଦଖଲ କରିବ ଏଥିପାଇଁ ମକଦମା ଦାଏର କରି ଅଦାଲତଙ୍କ ଆଦେଶରେ ତହିଁରେ ଦଖଲ ବାହେଲ୍ କରାଯାଏ]