ଦଖୁଣା

ଉଇକିଅଭିଧାନ‌ରୁ

ଦଖୁଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଗ୍ରାମ୍ୟ - ବିଶେଷଣ - (ବାଲେଶ୍ୱର) (ସଂସ୍କୃତ - ଦକ୍ଷିଣ)[ସମ୍ପାଦନା]

ଦକ୍ଷିଣିଆ; ଦକ୍ଷିଣ ଦେଶବାସୀ —Southerner; inhabitant of the South.

ଛାଡ଼ସି ଆମ୍ଭନ୍ତ ଦଖୁଣା ତସ୍କର ନୋହିଲେ ତା ଭାବ ପାଇବ ସକୁର—ଅଜୟଚଦ୍ର, ଶେଷବନ୍ଦୀ