ଦଗଧିବା

ଉଇକିଅଭିଧାନ‌ରୁ

ଦଗଧିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ -[ସମ୍ପାଦନା]

ପୋଡ଼ିବା; ଦଗଧ କରିବା — To burn.

ଏ ପୁଣି ଭାଙ୍ଗି ଦଗଧିଲେ ଏକ ହୁଅଇ ଯେପ୍ରକାର—ଜଗନ୍ନାଥ, ଭାଗବତ