ଦଗା
ଦେଖଣା
ଦଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ପ୍ରବଞ୍ଚନା; ଶଠତା — ୧. Deceit
- ୨. ଠକାମି; ଠକିବା —୨. Fraud;imposture.
- ୩. କ୍ଷତି —୩. Loss.
- ୪. ବିଶ୍ୱାସଘାତକତା —୪. Treachery.
- ୫. ବନ୍ଧୁକର ଚୋଟ ବା ଫଏର୍;ବନ୍ଧୁକ ଦାଟିବା — ୫. One fire or charge with a gun.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦଗାଦଗି (ଦେଖ) - —Dagādagi (See)