ଦଗାବାଜ୍

ଉଇକିଅଭିଧାନ‌ରୁ

ଦଗାବାଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)[ସମ୍ପାଦନା]

୧. ଧପାବାଜ —୧. Swindling
୨. ଠକ; ଶଠ —୨. Cheating; deceitful
୩. ଅଣବିଶ୍ୱାସୀ —୩. Treacherous.