ଦଗା ଦେବା

ଉଇକିଅଭିଧାନ‌ରୁ

ଦଗା ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦଗାକରିବା, ଦଗାବାଜି କରିବାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. ଠକାଇବା — ୧. To defraud; to deceive.

ଦଗାଦେବା ମାନେ ଗୁପତେ ଅରଣ୍ୟେ ବାହାରିଲେ ବହିତମ ବ୍ଜନାଥ ସମତରଙ୍ଗ

୨. କ୍ଷତିଗ୍ରସ୍ତ କରିବା —୨. To put to loss.