ଦଗେଇବା

ଉଇକିଅଭିଧାନ‌ରୁ

ଦଗେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦଗାଇବା, ଦଗେଇ ହେବାଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. ଦାଗିବା କ୍ରିୟାର ଣିଜନ୍ତରୂପର — ୧. The causative from of 'Dāgibā'
୨. (ରୋଗ ନିବାରଣାର୍ଥ) ଅନ୍ୟ ବ୍ୟକ୍ତିଦ୍ୱାରା ଆପଣା ଦିହରେ ଚଡ଼ୁ— ଦିଆଯିବା —୨. To cause one's body to be branded by another with a hot iron (for the purpose of being freed from some deseases).
୩. ଅନ୍ୟ ବ୍ୟକ୍ତିଦ୍ୱାରା ଚିହ୍ନ ଦେବା କର୍ମ କରାଇବା — ୩. To cause another to put a mark.