ଦଗ୍ଧା

ଉଇକିଅଭିଧାନ‌ରୁ

ଦଗ୍ଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଜ୍ୟୋତିଷ ମତରେ କେତେକ ଅମଙ୍ଗଳ ତିଥି — Some inauspicious lunar days according to Hindu Astrology.

[ଦ୍ରଷ୍ଟବ୍ୟ —ଦଗ୍ଧା ୩ ପ୍ରକାର ଯଥା—୧ଦିନଦଗ୍ଧା—ସୋମବାରରେ ଏକାଦଶୀ,ମଙ୍ଗଳରେ—ଦଶମୀ, ବୁଧରେ—ତୃତୀୟା,ଗୁରୁରେ—ଷଷ୍ଠୀ, ଶୁକ୍ରରେ—ଦ୍ୱିତୀୟା,ଶନିରେ—ସପ୍ତମୀ,ରବିବାରରେ—ଦ୍ୱାଦଶୀ ତିଥି ପଡ଼ିଲେ ୨—ମାସଦଗ୍ଧା—ସୌର ବୈଶାଖର—ଶୁକ୍ଳାଷଷ୍ଠୀ,ଭାଦ୍ର ମାସର ଶୁକ୍ଳାଦଶମୀ,ଆଶ୍ୱିନିର କୃଷ୍ଣାଷ୍ଟମୀ,କାର୍ତ୍ତିକର ଶୁକ୍ଳାଦ୍ୱାଦଶୀ, ମାର୍ଗଶିରର କୃଷ୍ଣାଦଶମୀ, ପୌଷର ଶୁକ୍ଳାଦ୍ୱିତୀୟା, ମାଘର କୃଷ୍ଣା ଦ୍ୱାଦଶୀ, ଫାଲ୍ଗୁନର ଶୁକ୍ଳାଚତୁର୍ଥୀ, ଚୈତ୍ରର କୃଷ୍ଣାଦ୍ୱିତୀୟା ୩—ଚନ୍ଦ୍ର ଦଗ୍ଧା—ମେଷାଦି ରାଶିରେ ଚନ୍ଦ୍ର ଥିଲେ ଉକ୍ତ ତିଥି ମାନଙ୍କୁ ଚନ୍ଦ୍ର ଦଗ୍ଧା ବୋଲାଯାଏ]