ଦଗ୍ଧ ମାନ

ଉଇକିଅଭିଧାନ‌ରୁ

ଦଗ୍ଧ ମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ପ୍ରାଚୀନ ପଦ୍ୟ) (ସଂସ୍କୃତ - ଦହ୍ୟମାନ)[ସମ୍ପାଦନା]

ପୋଡ଼ିଯାଇଥିବା —Burning; ablaze.

ତୃଣାଦି ହୁତାଶନେ ଯେହ୍ନେ ସ୍ପରାଶେ ହୋନ୍ତି ଦଗ୍ଧ ମାନେ—ଜଗନ୍ନାଥ. ଭାଗବତ