ଦଗ୍ଧ ହୃଦୟ
ସଂସ୍କୃତ - ବିଶେଷ୍ୟ - (କର୍ମଧା. ଦଗ୍ଧ+ହୃଦୟ)
[ସମ୍ପାଦନା]
- ୧. ଦୁଃଖଦ୍ୱାରା କ୍ଳିଣ୍ୟମାନ ହୃଜୟ — ୧. An afflicted heart; sorrowfull heart.
- ୨. ଅନୁତାପବ୍ଳିଷ୍ଟମାନ —୨. Penitent heart.
ସଂସ୍କୃତ - ବିଶେଷଣ - (ବହୁବ୍ରୀହୀ)
[ସମ୍ପାଦନା]
ଯାଦ୍ୱାରା ହୃଦୟ ଅନୁତାପରେ କ୍ଳିଷ୍ଟ ହୋଇଅଛି —Penitent.