ଦଙ୍ଗା

ଉଇକିଅଭିଧାନ‌ରୁ

ଦଙ୍ଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଙ୍ଗଲ୍=କଳି)[ସମ୍ପାଦନା]

୧. ଦ୍ୱନ୍ଦ୍ୱ ଯୁଦ୍ଧ — ୧. A duel.
୨. ଠେଙ୍ଗାଠେଙ୍ଗି; ବାଡ଼ିଆବାଡ଼ି; ମାରପିଟ — ୨. Affray; hand to hand fight.
୩. ଉପଦ୍ରବ; ଗୋଳମାଳ — ୩. A row; tumult.
୪. ଶାନ୍ତିଭଙ୍ଗ; ଫଉଜଦାରି — ୫. Breach of the peace.