ଦଙ୍ଗା ହେଙ୍ଗାମ
ଦେଖଣା
ଦଙ୍ଗା ହେଙ୍ଗାମ
ଉଚ୍ଚାରଣ
[ସମ୍ପାଦନା](ଦଙ୍ଗାହାଙ୍ଗାମା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦଙ୍ଗା ହେଙ୍ଗାମ
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଙ୍ଗଲ୍ ଓ ହାଙ୍ଗାମା)
[ସମ୍ପାଦନା]- ୧. ଫୌଜଦାରୀ —୧. Breach of the peace; riot; physical violence.
- ୨. ମାଡ଼ପିଟ୍; ଗୋଳମାଳ — ୨. Row; affray; violent uproar.
- ୩. ବେଆଇନ ଜନତା —୩. Unlawful assembly.
- ୪. କଳିକଜିଆ —୪. Uproarous quarrel.
- ୫. ମାଡ଼ପିଟ୍ ଓ ମିଥ୍ୟା ମକଦମା ମାମଲା ଦାଏର — ୫. Affray and institution of false cases.