ଦଢ଼

ଉଇକିଅଭିଧାନ‌ରୁ

ଦଢ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଛିଣ୍ଡା, ଦହରାବୀପରୀତ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦୃଢ଼; ପ୍ରା. ଦଢ଼)[ସମ୍ପାଦନା]

୧. ଦୃଢ଼; ଶକ୍ତ; ମଜବୁତ — ୧. Strong; firm; hard.

ଯେବେ ଏ ହୃଦୟ ଦତ ହୋଇବ ପ୍ରାଚୀ. ରହସ୍ୟମଞ୍ଜରୀ


୨. ଅଚ୍ଛିନ୍ନ; ଅଖଣ୍ଡିତ; ଅଭଙ୍ଗା —୨. Unbroken; uninjured; untorn; whole; entire; sound.