ଦଣ୍ଡ
ଦେଖଣା
ଦଣ୍ଡ(ଧାତୁ) —
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]ଦମନ କରିବା; ଶାସନ କରିବା — To rule; to punish.
ଦଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦଣ୍ଡ୍ ଧାତୁ+ କରଣେ. ଅ)
[ସମ୍ପାଦନା]- ୧. ଯଷ୍ଟି; ବାଡ଼ି; ଠେଙ୍ଗା; ଲାଠି —୧. Staff; club; stick; rod.
- ୨. (+ଭାବ. ଅ) ଶାସନ —୨. Administration.
- ୩. ସଜା; ଶାସ୍ତି; ଦମନ — ୩. Punishment; chastisement.
- ୪. ସରୁ ଓ ଲମ୍ୱ ବାଉଁଶ ବା କାଠ —୪. Thin and long pole.
- ୫. ଠିଆ ହେବା —୫. Standing erect.
- ୬. ସନ୍ନ୍ୟାସୀମାନଙ୍କର ଧରିବା ଯଷ୍ଟି — ୬. An anchorite's staff.
- ୭. ତୀର୍ଥଯାତ୍ରୀଙ୍କ ଧରିବା ବଙ୍କା ବାଡ଼ି — ୭. Pilgrim's hooked staff.
- ୮. ସାମଦାନାଦି ରାଜନୀତି ମଧ୍ୟରୁ ଗୋଟିଏ — ୮. One of the duties of an administrator viz, punishing the guilty.
- ୯. (+ ଅଧିକରଣେ. ଅ) ଯୁଦ୍ଧ —୯. Fight.
- ୧. ବ୍ୟୂହବିଶେଷ —୧୦. Name of a battle-array.
- ୧୧. ଅଶ୍ୱ —୧୧. Horse.
- ୧୨. କୋଣ —୧୨. Angle.
- ୧୩. ଦହିଖୁଆ; ମନ୍ଥନଦଣ୍ଡ — ୧୩. Churning staff or rod;
- ୧୪. ସୂର୍ଯ୍ୟଙ୍କ ପାରିପାର୍ଶ୍ୱିକ ଗ୍ରହବିଶେଷ — ୧୪. Name of a planet.
- ୧୫. ରାଜଦଣ୍ଡ, ରାଜଚିହ୍ନବିଶେଷ — ୧୫. Sceptre; one of the insignia of royalty.
- ୧୬. ପତାକାର ବାଉଁଶ —୧୬. Flagstaff.
- ୧୭. ଯମ — ୧୭. J̄ama, the God of death.
ମିଳିଲେ ଦଣ୍ଡ ସଜକରି ଯୁଦ୍ଧେ ମାରିବୁଁ ନରହରି ଜଗନ୍ନାଥ. ଭାଗବତ
- ୧୯. ୬ ପଳ ପରିମିତ ସମୟ; ୨୪: ମିନିଟ; ଦିନକର ୬ ଭାଗର ଏକ ଭାଗ —୧୯. ୨୪ minutes of time.
- ୨. ଦୈର୍ଘ୍ୟ ପରିମାଣବିଶେଷ; ଚାରି ହାତ — ୨୦. A measure of ୪ cubits.
- ୨୧. ଯନ୍ତ୍ରାଦିର ହତା; ବେଣ୍ଟ — ୨୧. Handle of an instrument.
- ୨୨. ହଳର ଈଶ —୨୨. The pole of a plough.
- ୨୩. ନଳ; ଲଠା; ପଦିକା —୨୪. Measuring rod.
- ୨୪. ଦଣ୍ଡକ ରାଜା; ଇକ୍ଷ୍ୱାକୁ ରାଜପୁତ୍ର — ୨୪. Name of a prince.
[ ଦ୍ର—ଗୁରୁଙ୍କ ଅଭିଶାପରୁ ଏହାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହୋଇଥିଲା ]
- ୨୫. ଗଛ ବା ଫୁଲର ଡ଼େମ୍ଫ — ୨୫. The stem of a plant or flower.
- ୨୬. ଅଭିମାନ —୨୬. Sensitiveness; egotism.
- ୨୭. ଆତ୍ମସମ୍ମାନ —୨୭. Self-esteem.
- ୨୮. ଡଙ୍ଗାର ଆହୁଲା —୨୮. An oar.
- ୨୯. ଜାହାଜର ମାସ୍ତୁଲ —୨୯. Mast of a ship.
- ୩. ତରାଜୁ ବା ବିଶାର କାଠି — ୩୦. The pole or beam of a balance.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ବୈଶାଖ ସଂକ୍ରାନ୍ତିରେ ଗୋଟିଏ ଦଣ୍ଡ ପୋତି ସେଥିରେ ପାଟୁଆମାନେ ଅଙ୍କୁଶୀ ଲଗାଇ ଝୁଲୁ ଥିବାରୁ ଚଡ଼କପୂଜା; ପଣାସଂକ୍ରାନ୍ତି ଉପଲକ୍ଷରେ ପାଣ ଧୋବା ଆଦି କରିବା ଯାତ୍ରା; ଝାମୁ ଯାତ୍ରା —୧. A festival obsreved by low class people on the Paṇā Saṁkrāti day.
- ୨. (ସଂସ୍କୃତ - ଦଣ୍ଡ. ଢୁଳ. ହିନ୍ଦୀ - ଡନ୍, ଡଣ୍ଡ୍)—ବାରଂବାର ଭୂମିରେ ଦଣ୍ଡବତ୍ ପତିତ ହୋଇ ଉଠିବା ରୂପ ବ୍ୟାୟାମବିଶେଷ — ୨. An athletic exercise of the body by prostrating one's self on the ground and rising again with the help of the arms.
- ୩. ଅଳ୍ପ ସମୟ —୩. A very brief space of time.
ବିନିତ ଯୋଡ଼ିଣ କର ବନିତାସୂତ ପ୍ରକାର ଦଣ୍ଡ ପ୍ରାୟ ଦଣ୍ଡେ ମହୀ ଭଜି ଭଞ୍ଜ. ବୈଦେହୀଶବିଳାସ