ଦଣ୍ଡ

ଉଇକିଅଭିଧାନ‌ରୁ

ଦଣ୍ଡ(ଧାତୁ) —

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

ଦମନ କରିବା; ଶାସନ କରିବା — To rule; to punish.



ଦଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦଣ୍ଡ୍ ଧାତୁ+ କରଣେ. ଅ)[ସମ୍ପାଦନା]

୧. ଯଷ୍ଟି; ବାଡ଼ି; ଠେଙ୍ଗା; ଲାଠି —୧. Staff; club; stick; rod.
୨. (+ଭାବ. ଅ) ଶାସନ —୨. Administration.
୩. ସଜା; ଶାସ୍ତି; ଦମନ — ୩. Punishment; chastisement.
୪. ସରୁ ଓ ଲମ୍ୱ ବାଉଁଶ ବା କାଠ —୪. Thin and long pole.
୫. ଠିଆ ହେବା —୫. Standing erect.
୬. ସନ୍ନ୍ୟାସୀମାନଙ୍କର ଧରିବା ଯଷ୍ଟି — ୬. An anchorite's staff.
୭. ତୀର୍ଥଯାତ୍ରୀଙ୍କ ଧରିବା ବଙ୍କା ବାଡ଼ି — ୭. Pilgrim's hooked staff.
୮. ସାମଦାନାଦି ରାଜନୀତି ମଧ୍ୟରୁ ଗୋଟିଏ — ୮. One of the duties of an administrator viz, punishing the guilty.
୯. (+ ଅଧିକରଣେ. ଅ) ଯୁଦ୍ଧ —୯. Fight.
୧. ବ୍ୟୂହବିଶେଷ —୧୦. Name of a battle-array.
୧୧. ଅଶ୍ୱ —୧୧. Horse.
୧୨. କୋଣ —୧୨. Angle.
୧୩. ଦହିଖୁଆ; ମନ୍ଥନଦଣ୍ଡ — ୧୩. Churning staff or rod;
୧୪. ସୂର୍ଯ୍ୟଙ୍କ ପାରିପାର୍ଶ୍ୱିକ ଗ୍ରହବିଶେଷ — ୧୪. Name of a planet.
୧୫. ରାଜଦଣ୍ଡ, ରାଜଚିହ୍ନବିଶେଷ — ୧୫. Sceptre; one of the insignia of royalty.
୧୬. ପତାକାର ବାଉଁଶ —୧୬. Flagstaff.
୧୭. ଯମ — ୧୭. J̄ama, the God of death.

ମିଳିଲେ ଦଣ୍ଡ ସଜକରି ଯୁଦ୍ଧେ ମାରିବୁଁ ନରହରି ଜଗନ୍ନାଥ. ଭାଗବତ

୧୯. ୬ ପଳ ପରିମିତ ସମୟ; ୨୪: ମିନିଟ; ଦିନକର ୬ ଭାଗର ଏକ ଭାଗ —୧୯. ୨୪ minutes of time.
୨. ଦୈର୍ଘ୍ୟ ପରିମାଣବିଶେଷ; ଚାରି ହାତ — ୨୦. A measure of ୪ cubits.
୨୧. ଯନ୍ତ୍ରାଦିର ହତା; ବେଣ୍ଟ — ୨୧. Handle of an instrument.
୨୨. ହଳର ଈଶ —୨୨. The pole of a plough.
୨୩. ନଳ; ଲଠା; ପଦିକା —୨୪. Measuring rod.
୨୪. ଦଣ୍ଡକ ରାଜା; ଇକ୍ଷ୍ୱାକୁ ରାଜପୁତ୍ର — ୨୪. Name of a prince.

[ ଦ୍ର—ଗୁରୁଙ୍କ ଅଭିଶାପରୁ ଏହାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହୋଇଥିଲା ]

୨୫. ଗଛ ବା ଫୁଲର ଡ଼େମ୍ଫ — ୨୫. The stem of a plant or flower.
୨୬. ଅଭିମାନ —୨୬. Sensitiveness; egotism.
୨୭. ଆତ୍ମସମ୍ମାନ —୨୭. Self-esteem.
୨୮. ଡଙ୍ଗାର ଆହୁଲା —୨୮. An oar.
୨୯. ଜାହାଜର ମାସ୍ତୁଲ —୨୯. Mast of a ship.
୩. ତରାଜୁ ବା ବିଶାର କାଠି — ୩୦. The pole or beam of a balance.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ବୈଶାଖ ସଂକ୍ରାନ୍ତିରେ ଗୋଟିଏ ଦଣ୍ଡ ପୋତି ସେଥିରେ ପାଟୁଆମାନେ ଅଙ୍କୁଶୀ ଲଗାଇ ଝୁଲୁ ଥିବାରୁ ଚଡ଼କପୂଜା; ପଣାସଂକ୍ରାନ୍ତି ଉପଲକ୍ଷରେ ପାଣ ଧୋବା ଆଦି କରିବା ଯାତ୍ରା; ଝାମୁ ଯାତ୍ରା —୧. A festival obsreved by low class people on the Paṇā Saṁkrāti day.
୨. (ସଂସ୍କୃତ - ଦଣ୍ଡ. ଢୁଳ. ହିନ୍ଦୀ - ଡନ୍, ଡଣ୍ଡ୍)—ବାରଂବାର ଭୂମିରେ ଦଣ୍ଡବତ୍ ପତିତ ହୋଇ ଉଠିବା ରୂପ ବ୍ୟାୟାମବିଶେଷ — ୨. An athletic exercise of the body by prostrating one's self on the ground and rising again with the help of the arms.


୩. ଅଳ୍ପ ସମୟ —୩. A very brief space of time.

ବିନିତ ଯୋଡ଼ିଣ କର ବନିତାସୂତ ପ୍ରକାର ଦଣ୍ଡ ପ୍ରାୟ ଦଣ୍ଡେ ମହୀ ଭଜି ଭଞ୍ଜ. ବୈଦେହୀଶବିଳାସ