ଦଣ୍ଡକିରି

ଉଇକିଅଭିଧାନ‌ରୁ

ଦଣ୍ଡକିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦଣ୍ଡକେରି, ଦଣ୍ଡଖିରିଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡିକ; ଦଣ୍ଡକ)[ସମ୍ପାଦନା]

ଏକପ୍ରକାର ଅତି ଛୋଟ ମାଛ —A very small fresh water fish; a sort of fry; minnow; Perilampus Laubuca.

[ ଦ୍ର—ଏ ମାଛ ଲମ୍ୱରେ ୧ଠାରୁ ୨ ଇଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି ମୁଣ୍ଡ ଚେପଟା, ଏମାନଙ୍କ କାନ୍ଧର ପକ୍ଷି ଉପରେ ଗୋଟିଏ କଳା ଦାଗ ଥାଏ ଏମାନଙ୍କର କାତି ଅଛି ଓ ଏମାନେ ମଧୁର ପାଣିରେ ଦଳ ଦଳ ହୋଇ ରହନ୍ତି ]