ଦଣ୍ଡଚକ୍ରାଦି ନ୍ୟାୟ

ଉଇକିଅଭିଧାନ‌ରୁ

ଦଣ୍ଡଚକ୍ରାଦି ନ୍ୟାୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କୁମ୍ଭକାର ଗୋଟିଏ ଘଟ ନିର୍ମାଣ କରିବା ପାଇଁ ଯେଉଁପରି ଦଣ୍ଡ, ଚକ୍ର ସୂତ୍ର, ସଲିଳ ପ୍ରଭୃତି ବହୁ ଉପକରଣ ବା ଯନ୍ତ୍ର ଆବଶ୍ୟକ କରେ ତଦ୍ରୂପ ଗୋଟିଏ କାର୍ଯ୍ୟରେ ବହୁ କାରଣ ସ୍ୱୀକାର କରିବା ନ୍ୟାୟ —The analogy of a potter taking the help of several implements and materials in preparing a pot.