ଦଣ୍ଡନୀୟ

ଉଇକିଅଭିଧାନ‌ରୁ

ଦଣ୍ଡନୀୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଦଣ୍ଡ୍ ଧାତୁ+ କର୍ମ. ଅନୀୟ)[ସମ୍ପାଦନା]

ଦଣ୍ଡ ପାଇବାର ଉପଯୁକ୍ତ; ଦଣ୍ଡାର୍ହ —Punishable; fit to be punished; deserving punishment; liable to punishment.