ଦଣ୍ଡାଇବା
ଦେଖଣା
ଦଣ୍ଡାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦଣ୍ଡାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦଣ୍ଡିବା କ୍ରିୟାର ଣିଜନ୍ତ ରୂପ — ୧. The causative form of Daṇḍibā
ଯିବି ଜୀବିତେ ପ୍ରଭୂର ଛାମୁକୁ, ବ୍ୟଥା କହି ଦଣ୍ଡାଇବ କାମକୁ ଭଞ୍ଜ. ଲାବଣ୍ୟବତୀ
- ୨. ତଣ୍ଡାଇବା (ଦେଖ) - ୨. Taṇḍāibā (See)