Jump to content

ଦଣ୍ଡାଜିନ

ଉଇକିଅଭିଧାନ‌ରୁ

ଦଣ୍ଡାଜିନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରତାରଣା; କପଟବେଶ — Fraud; cheating; false garb.
୨. ସନ୍ୟାସୀଙ୍କ ବ୍ୟବହୃତ ଦଣ୍ଡ ଓ ମୃଗ ବା ବ୍ୟାଘ୍ରଛାଲ — ୨. The staff and hide used by an ascetic.