ଦଣ୍ଡାମାରୁ
ଦେଖଣା
ଦଣ୍ଡାମାରୁ
ଉଚ୍ଚାରଣ
[ସମ୍ପାଦନା](ଦଣ୍ଡମାର୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ଅନ୍ୟଙ୍କୁ ବଧ ବା ପ୍ରହାର କରିବା ନିମନ୍ତେ ଠେଙ୍ଗା ଧରି ଥାଏ; ଲାଠିଆଳ — ୧. A person armed with a cudgel to kill or beat others.
- ୨. ଭୀମ ପରାକ୍ରମ ବ୍ୟକ୍ତି — ୨. A mighty or powerful person.
- ୩. ଭୟଙ୍କର ବ୍ୟକ୍ତି —୩. A ferocious person.