ଦଣ୍ଡାର

ଉଇକିଅଭିଧାନ‌ରୁ

ଦଣ୍ଡାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦଣ୍ଡ+ଋ ଧାତୁ=ଗମନ କରିବା+କତ୍ତୃ. ଅ)[ସମ୍ପାଦନା]

୧. ଦଣ୍ଡାଥିବା ଶଗଡ଼ —୧. A car with poles.
୨. କୁମ୍ଭାଉ ଚକ —୨. A potter's wheel.
୩. ଧନୁ —୩. A bow.
୪. ମତ୍ତ ହସ୍ତୀ —୪. A must or restive elephant.