ଦଣ୍ଡାର୍ତ୍ତ

ଉଇକିଅଭିଧାନ‌ରୁ

ଦଣ୍ଡାର୍ତ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଣ୍ଡାର୍ତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍; ଦଣ୍ଡ+ଆର୍ତ୍ତ)[ସମ୍ପାଦନା]

୧. ଦଣ୍ଡଦ୍ୱାରା ଉତ୍ପୀଡ଼ୀତ ବା ଜର୍ଜରିତ — ୧. Overpowered with punishment.
୨. ଠେଙ୍ଗା ମାଡ଼ଦ୍ୱାରା ଜର୍ଜରିତ — ୨. Overpowered with blows by lāṭhis.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଚମ୍ପାନଦୀ ତୀରସ୍ଥ ତାର୍ଥବିଶେଷ —A place of pilgrimage on the Champa river.