ଦଣ୍ଡାସି

ଉଇକିଅଭିଧାନ‌ରୁ

ଦଣ୍ଡାସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡବାସୀ)[ସମ୍ପାଦନା]

ଦଣ୍ଡୁଆସୀ (ଦେଖ) - — Daṇḍuāsi (See)

ପ୍ରାଦେଶିକ - (ଗଞ୍ଜାମ) ବି—(ସଂସ୍କୃତ - ଦଣ୍ଡ; ଏମାନେ ଦଣ୍ଡ ଧରି ପହରା ଦେଉଥିବାରୁ)[ସମ୍ପାଦନା]

ଗଞ୍ଜାମର ଗ୍ରାମ ଜଗୁଆଳି ନୀଚ ଅସ୍ପୃଶ୍ୟ ଜାତିବିଶେଷ — A caste of low caste vil-lage watchman in Ganjam.

[ ଦ୍ର—୧୯୧୯: ସାଲର ଜନ ଗଣନାରେ ଏମାନଙ୍କ ସଂଖ୍ୟା ୚ଞ୍ଜାମରେ ୪୪: ହଜାର ଥିଲା କେବଳ ଗଞ୍ଜାମ ଜିଲ୍ଲାରେ ଏ ଜାତି ଅଛନ୍ତି ଏ ୪୪: ହଜାର ମଧ୍ୟରୁ ପ୍ରୌଢ଼ ବୟସର ପ୍ରାୟ୨ ହଜାର ଚୋରି ବ୍ୟବସାୟ କରୁଥିବାର ଦେଖାଯିବାରୁ ଏମାନଙ୍କୁ ଦାଗୀ ଜାତି ଆଇନ୍ (Criminal Tribes Act) ଅନୁସାରେ ଅପରାଧୀରୂପେ ରେଜିଷ୍ଟରି କରାଯାଇଥିଲା ଓ ଏମାନେ ପ୍ରତିଦିନ ରାତିରେ ନିକଟବର୍ତ୍ତୀ ଥାନାରେ ହାଜର ହେବାକୁ ବାଧ୍ୟ ହେଉଥିଲେ ଏମାନେ ୧୯୨୪ ଠାରୁ ସଂଘବଦ୍ଧ ହୋଇ ତାରାତାରିଣୀ ଠାକୁରାଣୀଙ୍କଠାରେ ଶପଥ କରି ମଦ୍ୟ, ଗୋମାଂସ, ଓ ଶକୂର— ମାଂସ ଭକ୍ଷଣ ତ୍ୟାଗ କରି ଅଛନ୍ତି ଓ ଏମାନଙ୍କ ମଧ୍ୟରୁ ଚୋରି କରିବା ଲୋକଙ୍କୁ କର୍ତ୍ତୃପକ୍ଷଙ୍କଠାରେ ଧରାଇ ଦେଉଅଛନ୍ତି

ଏମାନଙ୍କର ଏହି ପରିବର୍ତ୍ତନ ଦେଖି ସରକାରୀ ହାକିମମାନେ ଜୀବିକାହୀନ ଦଣ୍ଡାସୀମାନଙ୍କୁ ଚାଷ କରିବାକୁ ଜମି ଦେଇ ଛତ୍ରପୁର, ଘୁମୁଷର ଆଦି ସ୍ଥାନରେ ଏମାନଙ୍କର ବସତି ପାଇଁ ଗ୍ରାମ ବସାଇ ଅଛନ୍ତି ଦୈନିକ ଆଶା୯—୩—୨୯: ]