ଦଣ୍ଡା ଦଣ୍ଡି
ଠେଙ୍ଗାଦ୍ୱାରା ପରସ୍ପର ମାଡ଼ ମରାମରି ହୋଇ (ଯେଉଁ ଯୁଦ୍ଧ କରାଯାଏ); ଲାଠାଲାଠି; ଠେଙ୍ଗା ଠେଙ୍ଗି; ବାଡ଼ିଆବାଡ଼ି — A fight with sticks; mutual dealing of blows with sticks.