ଦଣ୍ଡି

ଉଇକିଅଭିଧାନ‌ରୁ

ଦଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ)[ସମ୍ପାଦନା]

୧. ନାକ ପୁଡ଼ାର ମଧ୍ୟବର୍ତ୍ତୀ ସ୍ଥଳ; ନାକଦଣ୍ଡି —୧. The middle wall dividing the two nostrils.
୨. ନାକଦଣ୍ଡିରେ ପିନ୍ଧାଯିବା ଅଳଙ୍କାରବିଶେଷ — ୨. A nose-ring worn in a hole made on the wall between the two nostrills.
୩. ତୁଳାଦଣ୍ଡ; କଣ୍ଟା —୩. The yard or pole of a balance; scale-beam.
୪. ଗିନା ଆଦିକୁ ଧରିବା ନିମନ୍ତେ ସେଥିରେ ଲାଗିଥିବା ନାସୀ —୪. Handle of a cup or jug (Howells).

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -[ସମ୍ପାଦନା]

କାଶ ତୃଣ (ଦେଖ) - Kāṡa tṛuṇa (See)