ଦଣ୍ଡିକା

ଉଇକିଅଭିଧାନ‌ରୁ

ଦଣ୍ଡିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦଣ୍ଡିକ+ସ୍ତ୍ରୀ. ଆ)[ସମ୍ପାଦନା]

୧. ଦଉଡ଼ି — ୧. A rope.
୨. ହାର — ୨. A necklace.
୩. ଲୁହାର ଗୋଡ଼ବେଡ଼ି — ୩. Shackles chains for the leg.