Jump to content

ଦଣ୍ଡିନାକ

ଉଇକିଅଭିଧାନ‌ରୁ

ଦଣ୍ଡିନାକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାସିକା ରନ୍ଧ୍ରଦ୍ୱୟର ମଧ୍ୟବର୍ତ୍ତୀ ନାକ ଦଣ୍ଡି (ଯେଉଁ ସ୍ଥାନରେ ଦଣ୍ଡି ପିନ୍ଧିବାକୁ ଛିଦ୍ର କରାଯାଏ) — The middle wall between the two nostrils which is bored for wearing a 'Daṇḍi'.