ଦଣ୍ଡିଲ

ଉଇକିଅଭିଧାନ‌ରୁ

ଦଣ୍ଡିଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଣ୍ଡିଲୀ—ସ୍ତ୍ରୀ) 

=== ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଉଦ୍ଦଣ୍ଡ; ବାଳକ ବାଳିକାଙ୍କ ପ୍ରତି ବ୍ୟବହୃତ)

୧. ଦୁଷ୍ଟ —୧. Wicked.
୨. ଉଦ୍ଦଣ୍ଡ —୨. Mischievous; ferocious.
୩. ଖୁଜୁବୁଜିଆ —୩. Restless.