ଦଣ୍ଡି ପୋହଳା

ଉଇକିଅଭିଧାନ‌ରୁ

ଦଣ୍ଡି ପୋହଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଦଣ୍ଡୋତ୍ପଳ, ଦଣ୍ଡପାଳକ)[ସମ୍ପାଦନା]

୧. ହ୍ରସ୍ୱବୃକ୍ଷବିଶେଷ; ବର୍ଷାୟୁ ଋଜୁ ଶାକ ବିଶେଷ —୧. Canscora Decussata.

[ ଦ୍ର—ଏହାର ନାଡ଼ ଚାରିକୋଣିଆଁ, ଏହା ପାଣି ପାଖ ବିଲରେ ଜନ୍ମେ; ଫୁଲ ଧଳା ଓ ଚତୁର୍ଦ୍ଦଳଯୁକ୍ତ; ୪ ଗୋଟି କେଶର; ଫଳ ଦ୍ୱିକୋଷ; ବୀଜକ୍ଷୁଦ୍ର ଓ ବହୁ କୋଣ; ଶୀତଦିନେ ଫଳ ପାଚେ; ବର୍ଷାଦିନେ ଫୁଲ ଫୁଟେ ]

୨. କାଠି ପୋହଳା ମାଛ —୨. A kind of small fish.
୩. ଶୃଙ୍ଗର ହାର (ଦେଖ) - ୩. Ṡṛuṅgāra hāra (See)
୪. (ବୈଦ୍ୟକ) (ସଂସ୍କୃତ - ଦଣ୍ଡିପ୍ରବାଳ)— ବୃକ୍ଷବିଶେଷ — ୪. A kind of tree.