ଦଣ୍ଡ ନୀତି

ଉଇକିଅଭିଧାନ‌ରୁ

ଦଣ୍ଡ ନୀତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦଣ୍ଡର ନୀତି=ନିୟମ ଅଛି ଯହିଁରେ)[ସମ୍ପାଦନା]

ରାଜନୀତି ଶାସ୍ତ୍ରବିଶେଷ; ରାଜ୍ୟଶାସନସମ୍ୱନ୍ଧୀୟ ଯାବତୀୟ ନିୟମସମ୍ୱଳିତ ନୀତିଶାସ୍ତ୍ର —Political science dealing with administration or duties of kings; science of government.