ଦଣ୍ଡ ପାରୁଷ୍ୟ

ଉଇକିଅଭିଧାନ‌ରୁ

ଦଣ୍ଡ ପାରୁଷ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍; ଦଣ୍ଡ+ ପାରୁଷ୍ୟ= କାଠିନ୍ୟ)[ସମ୍ପାଦନା]

୧. କଠିନ ଶାରୀରିକ ଦଣ୍ଡ — ୧. Rigorous bodily punishment.
୨. (ହିନ୍ଦୁସ୍ମୃତି) ଅଷ୍ଟାଦଶ ବିବାଦ ଅନ୍ତର୍ଗତ ବିବାଦବିଶେଷ — ୨. (Hindu law) One of the eighteeen defences or disputes.