Jump to content

ଦଣ୍ଡ ବିଧି

ଉଇକିଅଭିଧାନ‌ରୁ

ଦଣ୍ଡ ବିଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାଜ୍ୟର ଶାସନ ବିଧି — ୧. Adminisrative rules of a state.
୨. ଅପରାଧୀର ଦଣ୍ଡବିଧାନ ନିମନ୍ତେ ପ୍ରଣୀତ ନିୟମାବଳୀ — ୨. The Penal Code.
୩. ଫୌଜଦାରୀ କାର୍ଯ୍ୟବିଧି ଆଇନ୍ — ୩. Criminal procedure Code.