ଦନ୍ତୀ

ଉଇକିଅଭିଧାନ‌ରୁ

ଦନ୍ତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦନ୍ତିନୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦନ୍ତ+ଇନ୍)[ସମ୍ପାଦନା]

ଦନ୍ତବିଶିଷ୍ଟ; ଦନ୍ତଯୁକ୍ତ — Having teeth; dentate.

ବିଶେଷ୍ୟ -[ସମ୍ପାଦନା]

୧. ହସ୍ତୀ —୧. Elephant.
୨. ସ୍ନୁହୀ (ସିଝୁ) ଆଦି ବର୍ଗର ସ୍ଥୁଳ କ୍ଷୁପବିଶେଷ —୨. A medicinal plant; Baliospermum Anillara; Croton Polyandrum.

[ ଦ୍ର—ଏହାର ପତ୍ର ଅଣ୍ଡାକାର, ଦନ୍ତୁର , ଇଷତ ଲୋମ ଓ ତ୍ରିଶୀର; ପତ୍ରର ମୁଳରେ ଦୁଇଟି ଆବୁଥାଏ ଫଳ ତିନିମଞ୍ଜିଆ ଏଗଛ ଉତ୍ତର ଓ ପୁର୍ବ ବଙ୍ଗରେ ହୁଏ ଏଥିର ଫଳ କ୍ଷୁଦ୍ର ଓ ବୃହତ୍ ଭେଦରେ ଏହା ଦୁଇ ପ୍ରକାର ]