ଦନ୍ତୀ
ଦେଖଣା
ଦନ୍ତୀ
ଉଚ୍ଚାରଣ
[ସମ୍ପାଦନା](ଦନ୍ତିନୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦନ୍ତୀ
ସଂସ୍କୃତ - ବିଶେଷଣ - (ଦନ୍ତ+ଇନ୍)
[ସମ୍ପାଦନା]ଦନ୍ତବିଶିଷ୍ଟ; ଦନ୍ତଯୁକ୍ତ — Having teeth; dentate.
ବିଶେଷ୍ୟ -
[ସମ୍ପାଦନା]- ୧. ହସ୍ତୀ —୧. Elephant.
- ୨. ସ୍ନୁହୀ (ସିଝୁ) ଆଦି ବର୍ଗର ସ୍ଥୁଳ କ୍ଷୁପବିଶେଷ —୨. A medicinal plant; Baliospermum Anillara; Croton Polyandrum.
[ ଦ୍ର—ଏହାର ପତ୍ର ଅଣ୍ଡାକାର, ଦନ୍ତୁର , ଇଷତ ଲୋମ ଓ ତ୍ରିଶୀର; ପତ୍ରର ମୁଳରେ ଦୁଇଟି ଆବୁଥାଏ ଫଳ ତିନିମଞ୍ଜିଆ ଏଗଛ ଉତ୍ତର ଓ ପୁର୍ବ ବଙ୍ଗରେ ହୁଏ ଏଥିର ଫଳ କ୍ଷୁଦ୍ର ଓ ବୃହତ୍ ଭେଦରେ ଏହା ଦୁଇ ପ୍ରକାର ]