ଦମାଲୁ
ଦେଖଣା
ଦମାଲୁ
ଉଚ୍ଚାରଣ
[ସମ୍ପାଦନା]ଦମା; ଦମାମା;, ଦମାମି; ଦମାଳି—ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - [ଫାରାସୀ - ଦମାମାହ୍; ତୁଳନା - ଅର୍ବାଚୀନ ସଂସ୍କୃତ - ଦର୍ମମ— (ଶବ୍ଦ କଳ୍ପଦ୍ରୁମ); କିମ୍ୱା ଦମ୍ ଦମ୍ ଶବ୍ଦଅନୁକରଣ କିମ୍ୱା ସଂସ୍କୃତ - ଦମ=ଦଣ୍ଡ; କାଠି ପିଟା ଯିବାରୁ]
ଏକପ୍ରକାର ବଡ଼ ନାଗରା — A kind of big kettle-drum.
[ଦ୍ରଷ୍ଟବ୍ୟ —ଏହା କାଠର ପ୍ରାୟ ହୁଇ ହାତ ବ୍ୟାସ ବିଶିଷ୍ଟ ବଡ଼ ହାଣ୍ଡିରେ ତିଆରି ବାଦ୍ୟ ଏହାର ମୁହଁରେ ଚମଡ଼ା ବନ୍ଧା ହୋଇ ଚମଡ଼ାର ମଝିରେ କିରଣ ବୋଳାଯାଇ ଥାଏ; ଏହାକୁ ଦୁଇ ଖଣ୍ଡି କାଠିରେ ଜଣେ ମନୁଷ୍ୟ ଦୁଇ ହାତରେ ପିଟିଲେ ଗଭୀର ଦମ୍ ଦମ୍ ଶବ୍ଦ ହୁଏ]