ଦମା କାଶ

ଉଇକିଅଭିଧାନ‌ରୁ

ଦମା କାଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଦମାହ୍; ଫାରାସୀ - ଦମ୍=ଶ୍ୱାସ+ ସଂସ୍କୃତ - କାଶ)[ସମ୍ପାଦନା]

୧. ଏକପ୍ରକାର କାଶ, ଯେଉଁଥିରେ ସମୟ ସମୟରେ କାଶର ହପ୍ପା ଉଠେ ଓ ରୋଗୀ କାଶି କାଶି ଲୋତରାକୋତରା ହୋଇଯାଏ — ୧. Convulsionary cough; whooping cough.
୨. ଶ୍ୱାସରୋଗ —୨. Asthma.