ଦମିବା
ଦେଖଣା
ଦମିବା
ଉଚ୍ଚାରଣ
[ସମ୍ପାଦନା](ଦମିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା][ଦମା(ମେ)ଇବା—ଣିଜନ୍ତରୂପ]
ଦେଶଜ - କ୍ରି. (ସଂସ୍କୃତ ଦମ୍ ଧାତୁ)
[ସମ୍ପାଦନା]- ୧. ଶାନ୍ତ ହେବା; ଶମିତ ହେବା — ୧. To be subdued.
- ୨. କ୍ଷାନ୍ତ ହେବା —୨. To cease; to stop.
ଯେ ଉଚ୍ଚ ନୀଚ୍ଚ କର୍ମ କରି, ବିନୟେ ଦମେ ସାଧ୍ୱୀ ନାରୀ ଜଗନ୍ନାଥ. ଭାଗବତ
- ୩. ଦବି ଯିବା; ଭିତରକୁ ପଶିଯିବା — ୩. To sink into; to sink down.
ତଥାପି ଦମି ନଯା ଆରେ ମୋ ଚିତ୍ତ ଅଛି ପୁଣ୍ୟର ପୁରସ୍କାର ଉଚିତ ନନ୍ଦକିଶୋର. ନିର୍ଝରିଣୀ