Jump to content

ଦମିବା

ଉଇକିଅଭିଧାନ‌ରୁ

ଦମିବା

ଉଚ୍ଚାରଣ

[ସମ୍ପାଦନା]

(ଦମିଯିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

[ଦମା(ମେ)ଇବା—ଣିଜନ୍ତରୂପ]

ଦେଶଜ - କ୍ରି. (ସଂସ୍କୃତ ଦମ୍ ଧାତୁ)

[ସମ୍ପାଦନା]
୧. ଶାନ୍ତ ହେବା; ଶମିତ ହେବା — ୧. To be subdued.
୨. କ୍ଷାନ୍ତ ହେବା —୨. To cease; to stop.

ଯେ ଉଚ୍ଚ ନୀଚ୍ଚ କର୍ମ କରି, ବିନୟେ ଦମେ ସାଧ୍ୱୀ ନାରୀ ଜଗନ୍ନାଥ. ଭାଗବତ

୩. ଦବି ଯିବା; ଭିତରକୁ ପଶିଯିବା — ୩. To sink into; to sink down.

ତଥାପି ଦମି ନଯା ଆରେ ମୋ ଚିତ୍ତ ଅଛି ପୁଣ୍ୟର ପୁରସ୍କାର ଉଚିତ ନନ୍ଦକିଶୋର. ନିର୍ଝରିଣୀ