Jump to content

ଦମ୍ଡ଼ୀ

ଉଇକିଅଭିଧାନ‌ରୁ

ଦମ୍ଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସ୍ତ୍ରୀ. (ତୁଳ. ସଂସ୍କୃତ - ଦମ୍ୟ=ଦାମୁଡ଼ି; ମଣ କରାଯିବାର ଉପଯୁକ୍ତ ଅଣ୍ଡିରା ବାଛୁରୀ)

[ସମ୍ପାଦନା]

ଛଡ଼ା; ପ୍ରସବ କରି ନ ଥିବା ମାଈ ବାଛୁରୀ —Cow-calf; heifer.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଦାମୁଡ଼ିର ଅର୍ଥ ବଡ଼ ଅଣ୍ଡିରା ବାଛୁରୀ]