ଦମ୍ ଦମା
ଦେଖଣା
ଦମ୍ ଦମା
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]ଲକ୍ଷ୍ୟଭେଦ ଶିକ୍ଷା କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ମାଟିର ସ୍ତୂପ —A mound of earth intended to be used as a target for target-practice.
ବିଶେଷଣ -
[ସମ୍ପାଦନା]ଯାହା ଛାତି ଦମ୍ ଦମ୍ କରାଏ; ଅତ୍ୟନ୍ତ ଭୀତି ଉତ୍ପାଦକ — Causing throbbings of the heart; very frightening.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦମ୍ ଦମ୍ (ଦେଖ) - Damdam (See)
ପ୍ରାଦେଶିକ - (କଟକ) ବିଶେଷ୍ୟ -
[ସମ୍ପାଦନା]ଡାଇମନ୍ କଟା ହାତର ଚଉଡ଼ା ଚୁଡ଼ି — Broad bracelet with diamond-cut work.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ପାହାଚ; ପାବଚ୍ଛ —୧. Steps.
- ୨. ନିଶୁଣି; ସିଡ଼ି —୨. Ladder.