ଦମ୍ ଦମା

ଉଇକିଅଭିଧାନ‌ରୁ

ଦମ୍ ଦମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

ଲକ୍ଷ୍ୟଭେଦ ଶିକ୍ଷା କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ମାଟିର ସ୍ତୂପ —A mound of earth intended to be used as a target for target-practice.

ବିଶେଷଣ -[ସମ୍ପାଦନା]

ଯାହା ଛାତି ଦମ୍ ଦମ୍ କରାଏ; ଅତ୍ୟନ୍ତ ଭୀତି ଉତ୍ପାଦକ — Causing throbbings of the heart; very frightening.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଦମ୍ ଦମ୍ (ଦେଖ) - Damdam (See)

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

ଡାଇମନ୍ କଟା ହାତର ଚଉଡ଼ା ଚୁଡ଼ି — Broad bracelet with diamond-cut work.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ପାହାଚ; ପାବଚ୍ଛ —୧. Steps.
୨. ନିଶୁଣି; ସିଡ଼ି —୨. Ladder.